ପ୍ରେମଭକ୍ତିଂ ମୁକ୍ତିଂ ଶକ୍ତିଂ ସର୍ଵସିଦ୍ଧିଂ ପ୍ରଦାଯକମ୍ |
ଶିଵରୂପଂ ପରମଶିଵଂ ସର୍ଵଶିଵଂ ଜଯୋ ଜଯଃ ||
ପଵନ ପୁତ୍ର ହନୁମାନ ଵିଚିତ୍ର |
କୃପା କଟାକ୍ଷ ଅତ୍ର ତତ୍ର ସର୍ଵତ୍ର ||୧||
ପରମ ଵୈଷ୍ଣଵ ରାମ ଶୁଦ୍ଧ ଭକ୍ତ |
ଵିଶାଲ ଦେହ ତୁମ ଅତୀଵ ଶକ୍ତ ||୨||
କରି ଅଂଜନୀ ମାତା କଠିନ ତପ |
ପଵନାହାର ଦେହେ ଦିଵ୍ଯ ଉତ୍ତାପ ||୩||
ସପ୍ତ ଚିରଂଜୀଵୀ ନାମେ ତୁମ ଖ୍ଯାତ |
ରୁଦ୍ର ଦିଵ୍ଯ ଅଂଶୁ ହୋଇ ତୁମେ ଜାତ||୪||
ତୁମେ ହି ସଦା ସଦା ଶ୍ରୀରାମ ଦାସ |
ଭଜୁଛ ରାମ ତୁମେ ପ୍ରତ୍ଯେକ ଶ୍ଵାସ ||୫||
ରାମ ଲକ୍ଷ୍ମଣ ମାତା ସୀତା ସହିତ |
ଧାରଣ କରି ତୁମେ ହୃଦଯ ନିତ ||୬||
ହୃଦଯ ଫାଡି ତୁମ ଦେଲ ପ୍ରମାଣ |
କରଇ ତୁମ ହୃଦେ ରାମ ଧାରଣ ||୭||
ଅଶୋକ ବନେ ତୁମେ କଲ ଉତ୍ପାତ |
ଵୃକ୍ଷ ତାଡି ପୂଣି ଅସୁର ସଂତପ୍ତ ||୮||
ସୀତା ମାତାନ୍କୁ କଲ ତୁମେ ଦରଶନ |
ପ୍ରଭୁନ୍କ ଅଂଗୂଠି ଦେଇ ଦେଲ ପ୍ରମାଣ ||୯||
କରୁଣାନିଧାନ ନାମ ମୁଖେ ଉଚାରଇ |
ଜାନକୀ ମାତା ନଯନୁ ଲୋତକ ଝରଇ ||୧୦||
କରିଲ ପୂଣି ତୁମେ ଲଂକା ଦହନ |
ତୁମ ପ୍ରକୋପେ ଧରଣୀ ପ୍ରକଂପନ ||୧୧||
ସ୍ଵର୍ଣର ଲଂକା ହେଲା ଛାରଖାର |
ରାଵଣ ସେନା ଭଯେ ଥରହର ||୧୨||
କର୍ଣରେ କୁଂଡଲ ତୁମ କୁଂଚିତ କେଶ |
ମନେ ତୁମ ଚିନ୍ତନ ସଦା ଶ୍ରୀନିଵାସ ||୧୩||
ହସ୍ତେ ଦିଶେ ଗଦା ଅତ୍ଯନ୍ତ ସୁଶୋଭିତ |
ସିଂଦୂର ମୁଖ ତୁମ ଦିଶଇ ପ୍ରଶାଂତ ||୧୪||
ବାଲ କାଲେ ତୁମେ ଭାନୁ ପାଶେ ଜାଈ |
ବାଲ ସୁଲଭ ମନ ଖାଦ ଭାବଈ ||୧୫||
ଏକଶତ ଅଷ୍ଟ ଧରା ଵ୍ଯାସ ଜାହିଁ |
ଚକ୍ଷୁ ପଲକେ ତୁମେ ପାର କରଇ ||୧୬||
ଶନି ହୋଇ ତୁମ ପ୍ରିଯ ମିତ୍ର ହନୁମାନ |
ତୁମ ନାମ ନେଲେ ଜେହ୍ନେ ହୁଅଇ ପ୍ରସନ୍ନ ||୧୭||
ଉଠାଇଲ ପର୍ଵତ ଗଂଧମାର୍ଧନ |
ଓଷଧେ ପୋଷଣେ ଜୀଵିତ ଲକ୍ଷ୍ମଣ ||୧୮||
ଅର୍ଜୁନ ରଥ ଉର୍ଧେ ତୁମେ ବିରାଜୀଲ |
ରାମ ନାମ ତୁମେ ସଦା ହୃଦେ ଧରିଲ ||୧୯||
ଅଂଜନୀ ପୁତ୍ର କେଶରୀ ସୁନନ୍ଦନ |
ତୁମ କୃପେ ମିଲଇ ରାମ ମୋହନ ||୨୦||
ତୁମରି ନାମ ନେଲେ ସବୁ ସଂକଟ ଦୂର |
ଜଯ ଜଯ ଜଯ ହନୁମାନ ମହାଵୀର ||୨୧||
ତୁମ ସ୍ତୁତି କଲେ ହୁଏ ଆତ୍ମ ଉନ୍ନତି |
ହୃଦଯେ ପ୍ରଷ୍ପୁଟିତ ସଦା ପ୍ରଭୁଭକ୍ତି ||୨୨||
ଭୂତ ଅସୁର ସବୁ ଜେତେ ମଂଦ ଶକ୍ତି |
ତୁମ ନାମେ ନେଲେ ଟଲେ ମହା ଵିପତ୍ତି ||୨୩||
ତୁମ କୃପାରେ ହରି ଭକ୍ତି ହୁଏ ପ୍ରାପ୍ତି |
ଅନନ୍ତ ଜନମ କଲେସୂ ହୁଏ ମୁକ୍ତି ||୨୪||
ସଂକଟ ମୋଚନ ଜଯ ହନୁମାନ |
ବଜରଂଗବଲୀ ମହା ବଲଵାନ ||୨୫||
ଭକ୍ତି ମୁକ୍ତି ତୁମେ ମହାପ୍ରୀତି ଦାତା |
ତୁମ କୃପେ ତରେ ଭକ୍ତ ମହାରାସ୍ତା ||୨୬||
ହିମାଲଯ ଗିରୀ ହୋଇ ତୁମ ତପଭୂମି |
ରାମ ପ୍ରୀତ ଯୋଗେ ଲୀନ ହନୁମନ୍ତ ସ୍ଵାମୀ ||୨୭||
ଭଵିଷ୍ଯ କଲ୍ପରେ ତୁମ ସୃଷ୍ଟି କର୍ତା ହୋଇ |
ଚତୁରାନନ ରୁପେ ସୃଜନ କରଇ ||୨୮||
ମୁକ୍ତ ପୁରୁଷ ରୁଦ୍ର ଜଯ ହନୁମନ୍ତ |
ପାରୁନି କହୀ ତୁମ ଲୀଲା ଅନନ୍ତ ||୨୯||
ଜଯ ହନୁମାନ ଦିଵ୍ଯ ମାରୁତୀ |
କରୂଅଛି ମୁହିଁ ତୁମର ଆରତୀ || ୩୦ ||
କହତେ କୃଷ୍ଣଦାସ ତୁମ ଦିଵ୍ଯ ଗାଥା |
ହରି ଶରଣେ ସଦା ରଖୀ ମୂଢ ମଥା ||୩୧||
ହରି ଦର୍ଶନ ମିଲନ ପ୍ରେମ ଆଶା |
ତୁମ ଦଯାରେ ପୂରେ ସର୍ଵ ପିପାସା ||୩୨||
ସଦ୍ଗୁରୁ ରୁପେ ତୁମେ ହୋଇଣ ପ୍ରକଟ |
ଦିଅ ଜ୍ଞାନ ଦୂର କର ମହାସଂକଟ ||୩୩||
ଜେଉଁ ନାରୀ କରଇ ପାଠ ଏହା ନିତ |
ସଂସାର ସୁଖମଯ ସ୍ଵାମୀ ପ୍ରୀତି ପ୍ରାପ୍ତ ||୩୪||
ଵିଦ୍ଯାର୍ଥୀ ଜନ କରି ଏହା ଅଧ୍ଯଯନ |
ସଫଲ ସିଦ୍ଧି ପ୍ରାପତ ସୁଖୀ ଜୀଵନ ||୩୫||
ସଂତ ସାଧଵ କଲେ ଏହା ପଠନ |
ହୁଏ ଅଵିଲମ୍ବେ ହରି ଦରଶନ ||୩୬||
ତରୁଣୀ କନ୍ଯା ପଢୀ ହନୁମାନ ମାଲିକା |
ମିଲେ ଦିଵ୍ଯ ଜ୍ଞାନୀ ପତି ହୁଅଇ ସେଵିକା ||୩୭||
ଶ୍ରୀରାମ ଜଯ ରାମ ଜଯ ଜଯ ରାମ |
ସଂକଟ ମୋଚନ ଜଯ ସୀତାରାମ ||୩୮||
ଶ୍ରୀମାଲିକା ହନୁମାନ ହୃଦଯ |
କହେ କୃଷ୍ଣଦାସ ଭକ୍ତ ତନଯ ||୩୯||
ପ୍ରଭୁ ଚରଣେ ରହୂ ସଦା ତା ମନ |
ପ୍ରଭୁ ଚିନ୍ତନେ ଜାଉ ପୁରା ଜୀବନ ||୪୦||
ହନୁମଂତଂ ରାମଭକ୍ତଂ ରୁଦ୍ରଅଂଶଂ ବ୍ରହ୍ମଚାରୀମ୍
ପଵନସୁତଂ ମାରୁତୀଂ ତଵପଦୌ ନମାମି ||
|| ଇତି ଶ୍ରୀ କୃଷ୍ଣଦାସଃ ଵିରଚିତ ଶ୍ରୀ ହନୁମାନ ହୃଦଯ ମାଲିକା ସମ୍ପୂର୍ଣମ୍ ||
ଶିଵରୂପଂ ପରମଶିଵଂ ସର୍ଵଶିଵଂ ଜଯୋ ଜଯଃ ||
ପଵନ ପୁତ୍ର ହନୁମାନ ଵିଚିତ୍ର |
କୃପା କଟାକ୍ଷ ଅତ୍ର ତତ୍ର ସର୍ଵତ୍ର ||୧||
ପରମ ଵୈଷ୍ଣଵ ରାମ ଶୁଦ୍ଧ ଭକ୍ତ |
ଵିଶାଲ ଦେହ ତୁମ ଅତୀଵ ଶକ୍ତ ||୨||
କରି ଅଂଜନୀ ମାତା କଠିନ ତପ |
ପଵନାହାର ଦେହେ ଦିଵ୍ଯ ଉତ୍ତାପ ||୩||
ସପ୍ତ ଚିରଂଜୀଵୀ ନାମେ ତୁମ ଖ୍ଯାତ |
ରୁଦ୍ର ଦିଵ୍ଯ ଅଂଶୁ ହୋଇ ତୁମେ ଜାତ||୪||
ତୁମେ ହି ସଦା ସଦା ଶ୍ରୀରାମ ଦାସ |
ଭଜୁଛ ରାମ ତୁମେ ପ୍ରତ୍ଯେକ ଶ୍ଵାସ ||୫||
ରାମ ଲକ୍ଷ୍ମଣ ମାତା ସୀତା ସହିତ |
ଧାରଣ କରି ତୁମେ ହୃଦଯ ନିତ ||୬||
ହୃଦଯ ଫାଡି ତୁମ ଦେଲ ପ୍ରମାଣ |
କରଇ ତୁମ ହୃଦେ ରାମ ଧାରଣ ||୭||
ଅଶୋକ ବନେ ତୁମେ କଲ ଉତ୍ପାତ |
ଵୃକ୍ଷ ତାଡି ପୂଣି ଅସୁର ସଂତପ୍ତ ||୮||
ସୀତା ମାତାନ୍କୁ କଲ ତୁମେ ଦରଶନ |
ପ୍ରଭୁନ୍କ ଅଂଗୂଠି ଦେଇ ଦେଲ ପ୍ରମାଣ ||୯||
କରୁଣାନିଧାନ ନାମ ମୁଖେ ଉଚାରଇ |
ଜାନକୀ ମାତା ନଯନୁ ଲୋତକ ଝରଇ ||୧୦||
କରିଲ ପୂଣି ତୁମେ ଲଂକା ଦହନ |
ତୁମ ପ୍ରକୋପେ ଧରଣୀ ପ୍ରକଂପନ ||୧୧||
ସ୍ଵର୍ଣର ଲଂକା ହେଲା ଛାରଖାର |
ରାଵଣ ସେନା ଭଯେ ଥରହର ||୧୨||
କର୍ଣରେ କୁଂଡଲ ତୁମ କୁଂଚିତ କେଶ |
ମନେ ତୁମ ଚିନ୍ତନ ସଦା ଶ୍ରୀନିଵାସ ||୧୩||
ହସ୍ତେ ଦିଶେ ଗଦା ଅତ୍ଯନ୍ତ ସୁଶୋଭିତ |
ସିଂଦୂର ମୁଖ ତୁମ ଦିଶଇ ପ୍ରଶାଂତ ||୧୪||
ବାଲ କାଲେ ତୁମେ ଭାନୁ ପାଶେ ଜାଈ |
ବାଲ ସୁଲଭ ମନ ଖାଦ ଭାବଈ ||୧୫||
ଏକଶତ ଅଷ୍ଟ ଧରା ଵ୍ଯାସ ଜାହିଁ |
ଚକ୍ଷୁ ପଲକେ ତୁମେ ପାର କରଇ ||୧୬||
ଶନି ହୋଇ ତୁମ ପ୍ରିଯ ମିତ୍ର ହନୁମାନ |
ତୁମ ନାମ ନେଲେ ଜେହ୍ନେ ହୁଅଇ ପ୍ରସନ୍ନ ||୧୭||
ଉଠାଇଲ ପର୍ଵତ ଗଂଧମାର୍ଧନ |
ଓଷଧେ ପୋଷଣେ ଜୀଵିତ ଲକ୍ଷ୍ମଣ ||୧୮||
ଅର୍ଜୁନ ରଥ ଉର୍ଧେ ତୁମେ ବିରାଜୀଲ |
ରାମ ନାମ ତୁମେ ସଦା ହୃଦେ ଧରିଲ ||୧୯||
ଅଂଜନୀ ପୁତ୍ର କେଶରୀ ସୁନନ୍ଦନ |
ତୁମ କୃପେ ମିଲଇ ରାମ ମୋହନ ||୨୦||
ତୁମରି ନାମ ନେଲେ ସବୁ ସଂକଟ ଦୂର |
ଜଯ ଜଯ ଜଯ ହନୁମାନ ମହାଵୀର ||୨୧||
ତୁମ ସ୍ତୁତି କଲେ ହୁଏ ଆତ୍ମ ଉନ୍ନତି |
ହୃଦଯେ ପ୍ରଷ୍ପୁଟିତ ସଦା ପ୍ରଭୁଭକ୍ତି ||୨୨||
ଭୂତ ଅସୁର ସବୁ ଜେତେ ମଂଦ ଶକ୍ତି |
ତୁମ ନାମେ ନେଲେ ଟଲେ ମହା ଵିପତ୍ତି ||୨୩||
ତୁମ କୃପାରେ ହରି ଭକ୍ତି ହୁଏ ପ୍ରାପ୍ତି |
ଅନନ୍ତ ଜନମ କଲେସୂ ହୁଏ ମୁକ୍ତି ||୨୪||
ସଂକଟ ମୋଚନ ଜଯ ହନୁମାନ |
ବଜରଂଗବଲୀ ମହା ବଲଵାନ ||୨୫||
ଭକ୍ତି ମୁକ୍ତି ତୁମେ ମହାପ୍ରୀତି ଦାତା |
ତୁମ କୃପେ ତରେ ଭକ୍ତ ମହାରାସ୍ତା ||୨୬||
ହିମାଲଯ ଗିରୀ ହୋଇ ତୁମ ତପଭୂମି |
ରାମ ପ୍ରୀତ ଯୋଗେ ଲୀନ ହନୁମନ୍ତ ସ୍ଵାମୀ ||୨୭||
ଭଵିଷ୍ଯ କଲ୍ପରେ ତୁମ ସୃଷ୍ଟି କର୍ତା ହୋଇ |
ଚତୁରାନନ ରୁପେ ସୃଜନ କରଇ ||୨୮||
ମୁକ୍ତ ପୁରୁଷ ରୁଦ୍ର ଜଯ ହନୁମନ୍ତ |
ପାରୁନି କହୀ ତୁମ ଲୀଲା ଅନନ୍ତ ||୨୯||
ଜଯ ହନୁମାନ ଦିଵ୍ଯ ମାରୁତୀ |
କରୂଅଛି ମୁହିଁ ତୁମର ଆରତୀ || ୩୦ ||
କହତେ କୃଷ୍ଣଦାସ ତୁମ ଦିଵ୍ଯ ଗାଥା |
ହରି ଶରଣେ ସଦା ରଖୀ ମୂଢ ମଥା ||୩୧||
ହରି ଦର୍ଶନ ମିଲନ ପ୍ରେମ ଆଶା |
ତୁମ ଦଯାରେ ପୂରେ ସର୍ଵ ପିପାସା ||୩୨||
ସଦ୍ଗୁରୁ ରୁପେ ତୁମେ ହୋଇଣ ପ୍ରକଟ |
ଦିଅ ଜ୍ଞାନ ଦୂର କର ମହାସଂକଟ ||୩୩||
ଜେଉଁ ନାରୀ କରଇ ପାଠ ଏହା ନିତ |
ସଂସାର ସୁଖମଯ ସ୍ଵାମୀ ପ୍ରୀତି ପ୍ରାପ୍ତ ||୩୪||
ଵିଦ୍ଯାର୍ଥୀ ଜନ କରି ଏହା ଅଧ୍ଯଯନ |
ସଫଲ ସିଦ୍ଧି ପ୍ରାପତ ସୁଖୀ ଜୀଵନ ||୩୫||
ସଂତ ସାଧଵ କଲେ ଏହା ପଠନ |
ହୁଏ ଅଵିଲମ୍ବେ ହରି ଦରଶନ ||୩୬||
ତରୁଣୀ କନ୍ଯା ପଢୀ ହନୁମାନ ମାଲିକା |
ମିଲେ ଦିଵ୍ଯ ଜ୍ଞାନୀ ପତି ହୁଅଇ ସେଵିକା ||୩୭||
ଶ୍ରୀରାମ ଜଯ ରାମ ଜଯ ଜଯ ରାମ |
ସଂକଟ ମୋଚନ ଜଯ ସୀତାରାମ ||୩୮||
ଶ୍ରୀମାଲିକା ହନୁମାନ ହୃଦଯ |
କହେ କୃଷ୍ଣଦାସ ଭକ୍ତ ତନଯ ||୩୯||
ପ୍ରଭୁ ଚରଣେ ରହୂ ସଦା ତା ମନ |
ପ୍ରଭୁ ଚିନ୍ତନେ ଜାଉ ପୁରା ଜୀବନ ||୪୦||
ହନୁମଂତଂ ରାମଭକ୍ତଂ ରୁଦ୍ରଅଂଶଂ ବ୍ରହ୍ମଚାରୀମ୍
ପଵନସୁତଂ ମାରୁତୀଂ ତଵପଦୌ ନମାମି ||
|| ଇତି ଶ୍ରୀ କୃଷ୍ଣଦାସଃ ଵିରଚିତ ଶ୍ରୀ ହନୁମାନ ହୃଦଯ ମାଲିକା ସମ୍ପୂର୍ଣମ୍ ||
