Lord Rama

ଶ୍ରୀ ରାମରଘୁନାଥ ଅଷ୍ଟକମ୍

(Ram Raghunath Ashtakam in Odia)

Also known as ram ram ji · ram ashtakam · dasarathanandana dasarathighana purnacandra tanu kantimayam

An ashtakam to Rama as Raghunatha — son of Dasharatha, his body the light of the full moon, lord of Rama, the hero, husband of Sita.

ଦଶରଥନନ୍ଦନ ଦାଶରଥୀଘନ ପୂର୍ଣଚନ୍ଦ୍ର ତନୁ କାନ୍ତିମଯମ୍
ଦିଵ୍ଯସୁନଯନ ରଣ୍ଜୀତରଞ୍ଜନ ରମାପତୀ ଵୀର ସୀତାନାଥମ୍
ଗହନକାନନେ ଲକ୍ଷ୍ମୀଲକ୍ଷ୍ମୀପତି ପିତୃସତ୍ଯଧାରୀ ସତ୍ଯସୁତମ୍
ପୂର୍ଣସତ୍ଯଦେଵ ରାଘଵ ମାଧବ ରାମରଘୁନାଥ ପଦୌଭଜେ ॥୧॥
ମଣ୍ଡିତଧରଣୀ ଖଣ୍ଡିତତନୁନତମସ୍ତକେଭୂଷିତ କ୍ଲେଶଭାରମ୍
ସମ୍ଭବତିଯୁଗେଯୁଗେ ନାନାକୃତଧୃତରୂପ ଅରୂପସ୍ଵରୂପ ଶସ୍ତ୍ରଧରମ୍
ପାପାସୁରନିଧନ ସାଧୁପରିତ୍ରାଣ ଦରିଦ୍ରଦାରୁଣ ତ୍ରାଣମୂର୍ତ୍ତିମ୍
ଦିଵ୍ଯ କାନ୍ତି ତନୁ ନେତ୍ର ଶଶୀ ଭାନୁ ରାମରଘୁନାଥ ପଦୌଭଜେ ॥୨॥
ଘନଘନଘନୀଭୂତ କୌଶଲ୍ଯାସମ୍ଭୂତ ରାମରମାକାନ୍ତ ଜଗନ୍ନାଥମ୍
ଶାନ୍ତସୁଶୀତଲ ସୁନୀଲଅନଲ ନୀଲତରଲରଲ ତଵମୁଖମ୍
ଚନ୍ଦନଵିମର୍ଦନ ମଦନମୋହନ ନଗ୍ନନିମଗ୍ନଧୀର ଭକ୍ତରମମ୍
ହସ୍ତେଶସ୍ତ୍ରଧାରୀ ତ୍ରିଭୁବନଵିହାରୀ ରାମରଘୁନାଥ ପଦୌଭଜେ ॥୩॥
ଅହଲ୍ଯାତାରକ ବଲୀସଂହାରକ ଶତ୍ରୁଵିନାଶକ ଵିଶ୍ଵଦେଵମ୍
ପ୍ରେମପ୍ରଦାଯକ ବ୍ରହ୍ମାଣ୍ଡନାଯକ ତାରଣପତକ ସତ୍ଯପ୍ରିଯମ୍
ଦଶମୁଖମର୍ଦ୍ଧନ ଭକ୍ତପ୍ରାଣଧନ ନିତ୍ଯନିରଞ୍ଜନ ସର୍ଵସାରମ୍
ସର୍ଵମନୋରଞ୍ଜନ ସର୍ଵମାନଭଞ୍ଜନ ରାମରଘୁନାଥ ପଦୌଭଜେ ॥୪॥
ଵିକ୍ରାନ୍ତକୁଣ୍ଡୀର ସ୍ଥିରମନୋହର ଦିଵ୍ଯକଲେଵର ମାଯାଧରମ୍
ନୀରଜଵଦନ ପଙ୍କଜଲୋଚନ ପୁଷ୍କରଚରଣ ମୋକ୍ଷ୍ଯପ୍ରଦମ୍
ରାମରାମହେରାମ ଶ୍ରୀରାମଜଯରାମ ରାମରମଣଚିତ୍ତେଚିତ୍ତଧରମ୍
ପତିପତିସୀତାପତି ଭୂପତିଶ୍ରୀପତି ରାମରଘୁନାଥ ପଦୌଭଜେ ॥୫॥
ମନ୍ଦରମାନ୍ଦର ସାନନ୍ଦସୁନ୍ଦର ତରୁଣଧାରୂଣପତି ସୃଷ୍ଟିଧରମ୍
ସଦାପ୍ରଜାବତ୍ସଲ କୋମଲଉତ୍ପଲ ଵିମଲଶ୍ଯାମଲ କଲେଵରମ୍
ଜାନକୀଵଲ୍ଲଭ ତଵକରପଲ୍ଲଵ ସୌରଭଦୁର୍ଲଭ ତତ୍ତ୍ଵସାରମ୍
ମୋକ୍ଷ୍ଯପ୍ରଦାଯକ ଆନନ୍ଦଦାଯକ ରାମରଘୁନାଥ ପଦୌଭଜେ ॥୬॥
ମାରୂତିସେଵିତ ଇନ୍ଦିରାଵନ୍ଦିତ ଵିଶ୍ଵସନ୍ଦନୀତ ଶ୍ରୀକନ୍ଦରମ୍
ଚଣ୍ଡଵାତଗତି ଛିଦତିଦୁର୍ଗତି ସୃଷ୍ଟିପ୍ରଲଯସ୍ଥିତି ମୁଲାତ୍ମୂଲମ୍
ହେ ପ୍ରଭୁଈଶ୍ଵର ଶ୍ରୀଧରଭୂଧର ସର୍ଵାଂଗସୁନ୍ଦର ରଂଗନାଥମ୍
କୃପାଲୁସାଗର ନିତ୍ଯମନୋହର ରାମରଘୁନାଥ ପଦୌଭଜେ ॥୭॥
ତଵ ଅନୁସ୍ମରଣ ତଵ ପରିଚିନ୍ତନ ପ୍ରଧ୍ଯାନପଠନ ନିତ୍ଯସୁଖମ୍
ମୁଖେତବଗାପନ ତଵ ଲୀଲାଵର୍ଣନ ତଵ ନାମେମାର୍ଜନ ଶୁଦ୍ଧମଯମ୍
କ୍ଲେଶକ୍ଲେଶମହାକ୍ଲେଶ ଭଵସୁରା ଦେବେଶ ରକ୍ଷାକୁରୁସ୍ଵାମୀ ଗୋରକ୍ଷକମ୍
ହେ ରଘୁନନ୍ଦନ ସର୍ଵକ୍ଲେଶଖଣ୍ଡନ ରାମରଘୁନାଥ ପଦୌଭଜେ ॥୮॥
ମମବନରୋଦନ ପରିତାପଅର୍ଦନ ଅପସାରତବସଂଗ ରଘୁନାଥମ୍ |
ତବପଦଦର୍ଶନ ସଦାଚିତ୍ତେଚିନ୍ତନ ମମପ୍ରାଣପ୍ରାଣଧନ ଚକ୍ରଧରମ୍ |
ଉତ୍କଲସମ୍ଭଵ ଶୁଭାଗସୁଭଗ ଭଣତିତବମାଲୀକା ଗୋନାଯକମ୍ |
ଦୀନକୃଷ୍ଣଦାସ ପ୍ରତିଶ୍ଵାସପ୍ରଶ୍ଵାସ ରାମରଘୁନାଥ ପଦୌଭଜେ ॥0॥
॥ ଇତି ଶ୍ରୀ କୃଷ୍ଣଦାସଃ ଵିରଚିତ ଶ୍ରୀ ରାମରଘୁନାଥ ଅଷ୍ଟକମ୍ ସମ୍ପୂର୍ଣମ୍॥

Explore More